
ମେଡିକାଲ ଉଇକିପିଡିଆ (ଅଫଲାଇନ)
ମେଡିକାଲ-ଉଇକିପିଡିଆ-(ଅଫଲାଇନ)
About App
ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ । ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି । ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ/ ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ । ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ
Developer info
contact+android@kiwix.org